ଜାତୀୟ ଖବର ତୈଳ ଓ ବାଷ୍ପ କ୍ଷେତ୍ରରେ 5.88 ଲକ୍ଷ କୋଟି ଟଙ୍କା ବ୍ୟୟରେ 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି ନୂଆଦିଲ୍ଲୀ, ତୈଳ ଓ ପ୍ରାକୃତିକ ଗ୍ୟାସ ଉଦ୍ୟୋଗ କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ…