ଆଜିର ଖବର ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ ନୂଆଦିଲ୍ଲୀ: ଭାରତ ଗତ କିଛି ମାସ ଧରି ଘୋର ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ ହୋଇଛି। ଫେବୃଆରୀରୁ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ…