ଅନ୍ତରାଷ୍ଟ୍ରୀୟ ୟୁଏଇ ସୀମାରେ ତୈଳ ଟ୍ୟାଙ୍କର ବିସ୍ଫୋରଣ, 2 ଭାରତୀୟ ନାବିକ ନିହତ ନୂଆଦିଲ୍ଲୀ : ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ) ସୀମାରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି…