ଜାତୀୟ ଖବର ଲୋକସଭା ନିର୍ବାଚନ ମଧ୍ୟରେ ଅଖିଳେଶ ଯାଦବଙ୍କୁ ଝଟକା!: ଇସ୍ତଫା ଦେଲେ ପୂର୍ବତନ ଏସପି ବିଧାୟକ ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଲାଗିଛି। ଜୌନପୁରର ପୂର୍ବତନ ଏସପି ବିଧାୟକ ତଥା ବରିଷ୍ଠ ନେତା…