ଜାତୀୟ ଖବର ନିର୍ବାଚନରେ ଜିତିଲେ କେଉଁ ଦିନ ଶପଥ ନେବେ ପ୍ରଧାନମନ୍ତ୍ରୀ ମୋଦୀ?: ଜାଣନ୍ତୁ କଣ କହିଲେ ରାଜଭର ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଭୋଟ୍ ସମାପ୍ତ ହେବା ପରେ ଆସିଥିବା ଏକଜିଟ୍ ପୋଲ୍ ଦାବି କରିଛି ଯେ, ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ…