ଆଜିର ଖବର ଓଡିଶା ଖଣି ନିଗମରେ 74ଟି ଫୋରମ୍ୟାନ ପଦବୀ ଖାଲି, ଆସନ୍ତା 15 ଓ 16 ତାରିଖରେ ଇଣ୍ଟରଭ୍ୟୁ ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ତଥା ଲାଭଜନକ ସଂସ୍ଥା ଓଡିଶା ଖଣି ନିଗମରେ ବିଭିନ୍ନ ପଦବୀ ପାଇଁ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହେବ। ଏହି ନିଗମରେ ଫୋର ମ୍ୟାନ,…