ଆଜିର ଖବର କେଦାରନାଥଙ୍କ କପାଟ ବନ୍ଦ, ଶୀତଦିନେ ଏହି ମନ୍ଦିରରେ କରିପାରିବେ ଦର୍ଶନ ହିମାଳୟରେ ଆରମ୍ଭ ହୋଇଛି ତୁଷାରପାତର ପ୍ରକୋପ। ଧଳା ବରଫର ଚାଦର ଭିତରେ ଲୁଚିଯିବ କେଦାରନାଥ ଧାମ। ପ୍ରବଳ ଥଣ୍ଡା ଓ ତୁଷାରପାତକୁ ଦୃଷ୍ଟିରେ ରଖି ଆସନ୍ତା ୬…