ଆଜିର ଖବର ଓମ୍ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟିର ସମ୍ପତ୍ତି ଜବତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଚୌତାଲାଙ୍କର ଏକ ଫ୍ଲାଟ୍,…