ଜାତୀୟ ଖବର ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି ନୂଆଦିଲ୍ଲୀ: ଦେଶରେ ରାସନ ସଂଗ୍ରହ ବ୍ୟବସ୍ଥାକୁ ସରଳ କରିବା ପାଇଁ ସରକାର ନିରନ୍ତର ଡିଜିଟାଲ୍ ସୁବିଧା ଉପରେ କାର୍ଯ୍ୟ କରୁଛନ୍ତି। ସମ୍ପ୍ରତି ସରକାର ଏକ ସୁବିଧା କାର୍ଯ୍ୟକାରୀ…