ଆଜିର ଖବର ପେଟିଏମ୍ କୁ ମିଳିଲା ନୂତନ ବ୍ୟାଙ୍କିଙ୍ଗ୍ ପାର୍ଟନର, ବର୍ତ୍ତମାନ କାରବାରରେ ହେବ ନାହିଁ କୌଣସି ଅସୁବିଧା ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇ ଏକ ବଡ଼ ଆଶ୍ଵସ୍ତି ଦେଇଛି ଏବଂ ଏହାର କାର୍ଯ୍ୟ ବନ୍ଦ କରିବାକୁ ଅଧିକ ସମୟ ଦେଇଛି। ରଏଟର୍ସ ଅନୁଯାୟୀ, ପ୍ୟାରେଣ୍ଟ୍…