ଆଜିର ଖବର ଅନଲାଇନ୍ ବେଟିଂ ଆପ୍ ମାମଲା: କ୍ରିକେଟର ଯୁବରାଜ ସିଂହଙ୍କୁ ଜେରା କରୁଛି ଇଡି ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କୁ ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା କରାଯାଉଛି। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…