ଆଜିର ଖବର ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା ନୂଆଦିଲ୍ଲୀ: ସରକାର UPI ବ୍ୟବହାରକାରୀମାନଙ୍କୁ ଏକ ବଡ଼ ଆଶ୍ଵସ୍ତି ଦେଇଛନ୍ତି। National Payments Corporation of India UPI ମାଧ୍ୟମରେ ପେମେଣ୍ଟ କରିବାର ନିୟମରେ ଏକ ବଡ଼…