ଆଜିର ଖବର ଲକ୍ ଡାଉନ୍ରେ ବି ସମ୍ପନ୍ନ ହେଲା ନିର୍ବନ୍ଧ : ଭିଡିଓ କନ୍ଫରେନ୍ସିଂ ଜରିଆରେ ସମ୍ପୂର୍ଣ୍ଣ ହେଲା ବିଧି କେରଳ : କରୋନା ଭାଇରସ୍ ମହାମାରୀ ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ବିବାହ, ବ୍ରତ, ତଥା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଉପରେ…