ଆଜିର ଖବର ବାଲେଶ୍ୱରରେ ଅଢ଼େଇ କୋଟିର ସାଇବର ଠକେଇ, ୩ ଗିରଫ ବାଲେଶ୍ୱର: ଓଡ଼ିଶାରେ ପୁଣି ଏକ ବଡ଼ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ବାଲେଶ୍ୱରରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଆକାଉଣ୍ଟ ଜରିଆରେ ପ୍ରାୟ ଅଢ଼େଇ କୋଟି…