ଅନ୍ତରାଷ୍ଟ୍ରୀୟ କରୋନା ଯୋଗୁଁ ମାତ୍ର ଜଣକର ଜୀବନ ଯାଇଛି ଏଠି, ସୁଲତାନଙ୍କ କଡା ନିୟମ ଆଗରେ ଏହି ଇସଲାମିକ୍ ରାଷ୍ଟ୍ରରେ ହାର୍ ମାନିଛି କରୋନା ନୂଆଦିଲ୍ଲୀ : ବିଶ୍ବର 210ଟି ଦେଶରେ କରୋନା ତା’ର କରାଳ ରୂପ ଜାରି ରଖିଛି । ବିଶ୍ବରେ କରୋନା ଯୋଗୁଁ 1,09,664ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 17,91,024 ଜଣ…