ଆଜିର ଖବର ଖୁସି ଖବର! କମିପାରେ ପେଟ୍ରୋଲ ଏବଂ ଡିଜେଲ ଦର, OPEC+ର ନିଷ୍ପତ୍ତି ଉପରେ ବିଶ୍ୱବାସୀଙ୍କ ନଜର ନୂଆଦିଲ୍ଲୀ: OPEC+ ଅଗଷ୍ଟ ମାସରୁ ତେଲ ଯୋଗାଣ ବୃଦ୍ଧି କରିବାକୁ ଯାଉଛି। ଏହାର 8 ସଦସ୍ୟ ପ୍ରତିଦିନ 548,000 ବ୍ୟାରେଲ ଅଶୋଧିତ ତୈଳ ଯୋଗାଣ ବୃଦ୍ଧି କରିବାକୁ…