ଆଜିର ଖବର କମଲନାଥ ସରକାର ଉପରେ ସଂକଟର କଳାବାଦଲ : କିଛି ବିଧାୟକ ଦେଇପାରନ୍ତି ଇସ୍ତଫା ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କମଲନାଥ ସରକାର ଉପରେ ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି। ଗୁରୁବାର ବିଳମ୍ବିତ ରାତ୍ରିରେ…