ଆଜିର ଖବର ଓପିଜିସିର ପରିଚାଳନା ଦାୟିତ୍ବ ସରକାର ଗ୍ରହଣ କରିବା ନେଇ ଦାବି ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପରିଚାଳନା ଦାୟିତ୍ବ ରାଜ୍ୟ ସରକାର ନିଜ ହାତକୁ ନେବାପାଇଁ ବୁଧବାର ବିଧାନସଭାରେ ଦାବି କରାଯାଇଥିଲା…