ଜାତୀୟ ଖବର ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ କାହିଁକି ବିବାଦ?: ସମର୍ଥନରେ କିଏ ଆଉ ବିରୋଧରେ କେତେ ଦଳ? ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଅନୁମୋଦନ ଲାଭ କରିଛି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି, ଗୋଟିଏ ଦେଶ…