ଜାତୀୟ ଖବର ଅପରେସନ ସିନ୍ଦୁର: ଭାରତ ସହ ଆଲୋଚନା ଲାଗି ପାକିସ୍ତାନକୁ ପ୍ରଥମେ ପରାମର୍ଶ ଦେଇଥିଲା ଏହି ବଡ଼ ମୁସଲିମ ଦେଶ ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଡାର ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ଭାରତ ସେମାନଙ୍କର ଏୟାରବେସ୍ ନଷ୍ଟ କରିଦେଇଛି। ତଥାପି ସେ ଏହା ମଧ୍ୟ…