ବିଶେଷ ଖବର ଓସ୍କାର ୨୦୨୦: ପ୍ରଥମଥର ପାଇଁ ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ୍’କୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ରର ସମ୍ମାନ ଲଣ୍ଡନ୍: ଓସ୍କାର ୨୦୨୦ରେ ଚଳିତ ବର୍ଷ ସାଉଥ କୋରିଆ ବାଜି ମାରିନେଇଛି। ପ୍ରଥମଥର ପାଇଁ ସାଉଥ୍ କୋରିଆନ୍ ଫିଲ୍ମ ଓସ୍କାର ପୁରସ୍କାର ହାତେଇଛି। ଫିଲ୍ମ ‘ପାରାସାଇଟ୍’କୁ ସର୍ବଶ୍ରେଷ୍ଠ…