ଆଜିର ଖବର ବଦଳିବ ଔରଙ୍ଗାବାଦ-ଓସମାନାବାଦର ନାମ: ସରକାରୀ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଖାରଜ ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଛନ୍ତି। ଯେଉଁଥିରେ ରାଜ୍ୟର ଦୁଇଟି ସହରର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର ସରକାର…