ଆଜିର ଖବର OTET ପରୀକ୍ଷାର ପରିଚାଳନା ସମୀକ୍ଷା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ଭୁବନେଶ୍ଵର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ OTET ପରୀକ୍ଷା ରବିବାର ସମସ୍ତ ଜିଲ୍ଲାରେ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଛି। ପ୍ରଥମ ଅଧିବେଶନ ସକାଳ ୯ ଟାରୁ…