ଆଜିର ଖବର ରାଜ୍ୟ ବାହାର ଶ୍ରମିକଙ୍କୁ ଭୁବନେଶ୍ବର ମନା, ବିଏମସି ଦେଲା ନୋଟିସ୍ ଭୁବନେଶ୍ବର, ରାଜ୍ୟ ବାହାର ଶ୍ରମିକଙ୍କୁ ଭୁବନେଶ୍ବରରେ କୌଣସି କାମରେ ନିୟୋଜିତ କରିବା ଉପରେ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ ବିଏମସି ରୋକ୍ ଲଗାଇଛି। ରାଜ୍ୟ ବାହାରୁ ଆସିଥିବା 34…