ଜାତୀୟ ଖବର ପୂର୍ବାଞ୍ଚଳରେ ବିଜେପିକୁ ଲାଗିବ ବଡ ଝଟକା!, ଏସପିରେ ଯୋଗଦେବେ କି ଏହି ଲୋକପ୍ରିୟ ନେତା? ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି। ଭୋଟିଂର ଶେଷ ପର୍ଯ୍ୟାୟରେ ମଧ୍ୟ ନେତାଙ୍କ ଦଳବଦଳ କାର୍ଯ୍ୟ ଜାରି ରହିଛି। କୌଣସି ସ୍ଥାନରେ କେହି…