ଆଜିର ଖବର ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ରବିଚନ୍ଦ୍ରନ୍ ଅଶ୍ୱିନ୍ ପାଇବେ ପଦ୍ମଶ୍ରୀ, ଜାଣନ୍ତୁ ତାଙ୍କର କ୍ରିକେଟ୍ କ୍ୟାରିଅର୍ ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯିବ। ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ନାମ ଗୃହ ମନ୍ତ୍ରଣାଳୟ ଘୋଷଣା କରିଛି।…