ଆଜିର ଖବର ସ୍କୁଲ ପିଲାଙ୍କୁ ମିଳିବ ବାଟଖର୍ଚ୍ଚ, ସିଧାସଳଖ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ଟଙ୍କା – ସମୀର ଦାଶ ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ୧୦ରୁ କମ୍ ପିଲା ଥିବା ସ୍କୁଲ ବନ୍ଦ…