ଆଜିର ଖବର ‘ଇରାନର ଶୀର୍ଷ କମାଣ୍ଡରଙ୍କ ସ୍ଥାନ ଲିକ୍ କରିଥିଲେ ଅସିମ ମୁନିର, ଇସ୍ରାଏଲ କଲା ଆକ୍ରମଣ’!: ଇରାନୀ ସୂତ୍ର ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ପାକିସ୍ତାନ ବାରମ୍ବାର ଇସ୍ରାଏଲ ବିରୁଦ୍ଧରେ ବୟାନ ଦେଇ ଇରାନକୁ ସମର୍ଥନ ଦେଖାଇବାକୁ ଚେଷ୍ଟା କରୁଛି, କିନ୍ତୁ ଇରାନୀ ସୂତ୍ର…