ଆଜିର ଖବର ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ ନୂଆଦିଲ୍ଲୀ: ବାଂଲାଦେଶ ପ୍ରଥମ ଦିନିକିଆରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି। ଢାକାର ଶେର-ଏ-ବାଂଲା ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ସେମାନଙ୍କର ସମ୍ପୂର୍ଣ୍ଣ ୫୦ ଓଭର…