ଆଜିର ଖବର ରୋହିତ ଶର୍ମାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ବାବର ଆଜମ, ହେଲେ ନମ୍ବର-୧ ବ୍ୟାଟର ନୂଆଦିଲ୍ଲୀ: ଗଦ୍ଦାଫି ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ସିରିଜକୁ ପାକିସ୍ତାନ ୧-୧ ସମାନ କରିଛି। ତୃତୀୟ ଟି-୨୦ ମ୍ୟାଚ…