ଆଜିର ଖବର ପାକିସ୍ତାନର ଏୟାରସ୍ପେସ ବନ୍ଦ ହେବା ପରେ ପ୍ରଭାବିତ ହେବ ଭାରତୀୟ ବିମାନ ସେବା: ଜାଣନ୍ତୁ କେତେ ହେବ କ୍ଷତି? ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଭାରତ କିଛି କଠୋର ପଦକ୍ଷେପ ନେଇଥିବାବେଳେ ପାକିସ୍ତାନ ମଧ୍ୟ ଏହାର ପାଲଟା କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିମଧ୍ୟରୁ ଗୋଟିଏ…