ଆଜିର ଖବର ପାକିସ୍ତାନୀ ସେନା ଉପରେ ବଲୁଚ୍ ଆର୍ମିଙ୍କ ଆକ୍ରମଣ, ୨୯ ସୈନିକଙ୍କ ମୃତ୍ୟୁ ହୋଇଥିବା ଦାବି ନୂଆଦିଲ୍ଲୀ: ପାକିସ୍ତାନରେ ପରିସ୍ଥିତି ପୁଣି ଥରେ ଖରାପ ହେଉଥିବା ପରି ମନେ ହେଉଛି। ବଲୁଚ୍ ଲିବରେସନ୍ ଆର୍ମି ଦାବି କରିଛି ଯେ, କଲାତ ଏବଂ କ୍ୱେଟାରେ ୨୯…