ଅନ୍ତରାଷ୍ଟ୍ରୀୟ ଜମ୍ମୁ ସୀମାରେ ପାଞ୍ଚଟି ପାକିସ୍ତାନୀ ପୋଷ୍ଟ, ଗୋଟିଏ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଧ୍ୱଂସ କଲା ବିଏସଏଫ ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (BSF) ଏକ ଅପରେସନରେ ଜମ୍ମୁ ସୀମାରେ ପାଞ୍ଚଟି ପାକିସ୍ତାନୀ ପୋଷ୍ଟ ଏବଂ ଏକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ନଷ୍ଟ କରିଛି। ବିଏସଏଫ କମାଣ୍ଡେଣ୍ଟ…