ଆଜିର ଖବର ଆଜିଠାରୁ 2024 ଟି-20 ବିଶ୍ୱକପ୍: ପ୍ରଥମ ଦିନରେ ଦୁଇଟି ମ୍ୟାଚ୍, ଜାଣନ୍ତୁ ସମୟ ନୂଆଦିଲ୍ଲୀ: 2024 ଟି-20 ବିଶ୍ୱକପ୍ ଆଜିଠାରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ। ଆଜି (03 ଅକ୍ଟୋବର) ଦୁବାଇ ଏବଂ ଶାରଜାଠାରେ…