ଆଜିର ଖବର ରାଜୌରିରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ ସେନା : ଜଣେ ଭାରତୀୟ ଯବାନ ସହିଦ ଜମ୍ମୁ ଓ କଶ୍ମୀର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାର୍ଶ୍ୱସ୍ଥ ଫର୍ଓ୍ଵାର୍ଡ ଅଞ୍ଚଳ ଏବଂ ପୋଷ୍ଟଗୁଡ଼ିକରେ ପ୍ରବଳ ସେଲିଙ୍ଗ୍ ମାଡ଼ କରି ଅସ୍ତ୍ରବିରତି ଉଲ୍ଲଂଘନ କରିବା…