ଅନ୍ତରାଷ୍ଟ୍ରୀୟ ଭାରତରେ ଛାତ୍ର ପ୍ରତିବାଦ: ବିବାଦ ସୃଷ୍ଟି କଲା ଦାନିଶ କାନେରିଆଙ୍କ ମନ୍ତବ୍ୟ ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରରେ NEET ପରୀକ୍ଷା ପେପର ଲିକ୍ ବିରୋଧରେ ଛାତ୍ରଛାତ୍ରୀ ପ୍ରତିବାଦ ଜାରି ରହିଛି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି…