ଆଜିର ଖବର ପାକିସ୍ତାନ ଉପରେ ବ୍ୟାନ୍ ଲାଗିବ ନାହିଁ : ବିସିସିଆଇର ଦାବିକୁ ଅଗ୍ରାହ୍ୟ କଲା ଆଇସିସି ଫେବୃଆରୀ ୧୪ ତାରିଖରେ ଭାରତରେ ଘଟାଇଥିବା ଜୈଶ୍-ଏ-ମହମ୍ମଦ ଦ୍ଵାରା ଆତ୍ମଘାତୀ ଆତଙ୍କୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ୍ଙ୍କ ଶହୀଦ୍ ହେବା ପରେ ଭାରତ ପକ୍ଷରୁ ପାକିସ୍ତାନକୁ…