ଆଜିର ଖବର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଣପୁରରେ ପ୍ରତିଷ୍ଠା ହେବ ସଂଗ୍ରହାଳୟ: ଘୋଷଣା କଲେ ଆଇନ ମନ୍ତ୍ରୀ ବାଣପୁର: ବାଣପୁର ମାଟିର ବରପୁତ୍ର, ଓଡ଼ିଶା ପ୍ରଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର ଭୀମପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ଆଜି ସେହି…