ଆଜିର ଖବର ପଙ୍କଜ ଚୌଧୁରୀ ହେଲେ ନୂତନ ୟୁପି ବିଜେପି ସଭାପତି, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କଲେ ଘୋଷଣା ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ଉତ୍ତର ପ୍ରଦେଶର ନୂତନ ରାଜ୍ୟ ସଭାପତି ଭାବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ନାମ ଘୋଷଣା କରିଛି।…