ଜାତୀୟ ଖବର ‘ଦେଶରେ ଆଉ ନିର୍ବାଚନ ହେବ ନାହିଁ’!: ହଇଚଇ ସୃଷ୍ଟି କଲା ଅର୍ଥମନ୍ତ୍ରୀଙ୍କ ସ୍ୱାମୀ ପରକଳାଙ୍କ ଏଭଳି ଦାବି ନୂଆଦିଲ୍ଲୀ: ଅର୍ଥନୀତିଜ୍ଞ ପରକଳା ପ୍ରଭାକର ଦାବି କରିଛନ୍ତି ଯେ, ଯଦି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ବିଜେପି ଜିତେ ତେବେ ଦେଶରେ ପୁନଃ ନିର୍ବାଚନ ହେବ ନାହିଁ।…