ଜାତୀୟ ଖବର ପିତାମାତାଙ୍କ ଯତ୍ନ ନନେଲେ କଟିବ ୧୫% ଦରମା: ଏକ କଠୋର ଆଇନ ଆଣିଲା ଏହି ରାଜ୍ୟ ନୂଆଦିଲ୍ଲୀ: ପିତାମାତାଙ୍କ ଯତ୍ନ ନନେଲେ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ସରକାର ତାଙ୍କ ଦରମାରୁ ଟଙ୍କା କାଟି ପିତାମାତାଙ୍କୁ ଦେଇପାରନ୍ତି। ତେଲେଙ୍ଗାନା ସରକାର ଏଥିପାଇଁ ଏକ…