ଆଜିର ଖବର ମନୁ ଭାକରଙ୍କ କୋଚ୍ ଙ୍କ ଘରେ ଚାଲିବ କି ବୁଲଡୋଜର?: ଦୁଇ ଦିନ ମଧ୍ୟରେ ଘର ଖାଲି କରିବାକୁ ନୋଟିସ ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ସପ୍ତମ ଦିନ ପର୍ଯ୍ୟନ୍ତ ଭାରତ ତିନୋଟି ପଦକ ଜିତିଛି, ସେଥିମଧ୍ୟରୁ ତିନୋଟି ପଦକ ଶୁଟିଂରୁ ଆସିଛି। ସୁଟର ମନୁ ଭାକର ଦୁଇଟି ବ୍ରୋଞ୍ଜ…