ଆଜିର ଖବର ଆଜି ନୀରଜ ଚୋପ୍ରାଙ୍କଠାରୁ ସ୍ୱର୍ଣ୍ଣ ଓ ହକିରେ ବ୍ରୋଞ୍ଜ ଆଶା, ଜାଣନ୍ତୁ ଭାରତର ୧୩ ତମ ଦିନର କାର୍ଯ୍ୟସୂଚୀ ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସର ଦ୍ୱାଦଶ ଦିନ ଭାରତ ପାଇଁ ନିରାଶାଜନକ ଥିଲା। ରେସଲର ଭିନେଶ ଫୋଗାଟ ଅଯୋଗ୍ୟ ହୋଇଥିଲେ। ଯାହା ପରେ ସମଗ୍ର ଦେଶର ସ୍ଵପ୍ନ ଭାଙ୍ଗିଯାଇଥିଲା।…