ଅନ୍ତରାଷ୍ଟ୍ରୀୟ ଷଷ୍ଠ ଦିନରେ ଭାରତ ଖାତାକୁ ଆସିପାରେ 7 ଟି ପଦକ, ଜାଣନ୍ତୁ ଆଜିର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ କ୍ରମାଗତ ଭାବରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଛି। ଭାରତୀୟ ଆଥଲେଟମାନେ ଗୋଟିଏ ପରେ ଗୋଟିଏ ପଦକ ଜିତି ଟୋକିଓ ପାରାଲିମ୍ପିକ୍ସର ରେକର୍ଡ ଭାଙ୍ଗିବାକୁ…