patanasahi

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: କାଳବୈଶାଖୀ ପ୍ରଭାବରେ ବ୍ରଜପାତ କାରଣରୁ ଏକ ନଡିଆ ଗଛଟି ଜଳୁଥିବାର ଦେଖିବାକୁ ମିଳିଛି। ବାଲୁଗାଁ ଏନ୍‌ଏସି ଅନ୍ତର୍ଗତ ପାଟଣାସାହିରେ ଏହି ଘଟଣା ଘଟିଛି।…