ଆଞ୍ଚଳିକ ବାଲୁଗାଁ ନିକଟସ୍ଥ ଚାଷଙ୍ଗରାରେ ପାଳିତ ହେଲା ସ୍ନାନପୂର୍ଣ୍ଣିମା, ପରିବେଶିତ ହେଲା ନାଟକ ଆଖି ଅବୁଝାକୁ ଲୁହ ଅବୁଝା ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା। ସେଠାରେ ପ୍ରାଚୀନ କାଳରୁ ସ୍ଥାପିତ ଶ୍ରୀ ଶ୍ରୀ ପତିତପାବନ…