ଆଜିର ଖବର ମହାରାଷ୍ଟ୍ର ରାଜନୀତିରେ ଉଷ୍ମତା : ଏମଭିଏରେ ଯୋଗ ଦେଇପାରେ ଅଜିତ ପାୱାରଙ୍କ ଗୋଷ୍ଠୀ! ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ପୁଣି ଥରେ ଉଷ୍ମତା ଦେଖାଦେଇଛି । ବାରାମତୀର ଏନସିପି (ଏସପି) ନେତା ଯୁଗେନ୍ଦ୍ର ପାୱାର ଏକ ବୟାନ ଦେଇଛନ୍ତି ଯାହା ଭବିଷ୍ୟତରେ…