ଆଜିର ଖବର ଏହି ରାଜ୍ୟରେ ହ୍ରାସ କରାଯିବ ସରକାରୀ କର୍ମଚାରୀଙ୍କ ବେତନ : ବିଧେୟକକୁ ରାଜ୍ୟପାଳଙ୍କ ମଞ୍ଜୁରୀ ଥିରୁଅନନ୍ତପୁରମ : କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା କରିବା ପାଇଁ ପ୍ରଥମ ରାଜ୍ୟ ଭାବରେ କେରଳ ପଦକ୍ଷେପ ଗ୍ରହଣ କରିଛି…