ଅନ୍ତରାଷ୍ଟ୍ରୀୟ ଖାଲିସ୍ତାନୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ!, UAPA ଅଧୀନରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ: ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ବିରୋଧ କରୁଥିବା ତଥା ଦେଶର ପତାକାକୁ ଅପମାନିତ କରୁଥିବା ଲୋକଙ୍କ ବିରୋଧରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ କାର୍ଯ୍ୟାନୁଷ୍ଠାନ…