ଆଜିର ଖବର ବୃଦ୍ଧମାନଙ୍କ ପାଇଁ ସ୍ୱତନ୍ତ୍ର ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ, ପ୍ରଥମ ଦିନରେ ୧.୮ ଲକ୍ଷରୁ ଅଧିକ ପ୍ରମାଣପତ୍ର ନୁଆଦିଲ୍ଲୀ: ପ୍ରତିବର୍ଷ ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ ପେନସନଭୋଗୀଙ୍କୁ ନଭେମ୍ବର ମାସ ଶେଷ ସୁଦ୍ଧା ନିଜ ନିଜ ପୂର୍ବ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକରେ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ…